ଆଦର୍ଶ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ : କରାଇଲେ ବିଧବା ବୋହୂର ଦ୍ଵିତୀୟ ବିବାହ

ଭୁବନେଶ୍ୱର: ଅମିତାଭ ବଚ୍ଚନଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ବାବୁଲ୍‌’ ତ ଆପଣ ଦେଖିଥିବେ। ବିଗ୍‌ ବିଙ୍କ ପୁଅ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସଲ୍‌ମାନ ଖାନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ବୋହୂ ଚରିତ୍ର ନିଭାଇଥିବା ରାଣୀ ମୁଖାର୍ଜୀଙ୍କର ଦ୍ଵିତୀୟ ବିବାହ କରାଇ ସେ ପାଲଟନ୍ତି ପ୍ରଶଂସାର ପାତ୍ର। ସେହିପରି ଏକ ଘଟଣା ବାସ୍ତବ ଜୀବନରେ ବି ଘଟିଛି। ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ପରେ ବିଧବା ବୋହୂ ମଧୁସ୍ମିତାଙ୍କର ଦ୍ଵିତୀୟ ବିବାହ … Continue reading ଆଦର୍ଶ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ : କରାଇଲେ ବିଧବା ବୋହୂର ଦ୍ଵିତୀୟ ବିବାହ